
ଉରିରେ ପାକିସ୍ତାନ ପଟୁ ପୁଣି ଗୁଳିବର୍ଷା ଜାରି ରହିଛି।
ଉରିରେ ପୁଣି ଆକ୍ରମଣ କଲା ପାକିସ୍ତାନ। ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ କରାଯାଉଛି। ଉରିରେ ପାକିସ୍ତାନ ପଟୁ ପୁଣି ଗୁଳିବର୍ଷା ଜାରି ରହିଛି। ଉରିରେ ପାକିସ୍ତାନ ଆକ୍ରମଣର କଡ଼ା ଜବାବ ଦେଉଛି ଭାରତୀୟ ସେନା।ଭାରତ-ପାକ ଉତ୍ତେଜନା ଭିତରେ ଗୁଳିବର୍ଷା ହେଉଛି। ଉରିରେ ପାକିସ୍ତାନ ପୁଣି ଆକ୍ରମଣ କରିଥିବା ସୂଚନା ମିଳିଛି। ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରୁଥିବା ଜଣାପଡ଼ିଛି। ଉରି ସେକ୍ଟରରେ ଏଲଓସିରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରଶସ୍ତ୍ର ଏବଂ ତୋପ ଗୁଳି ଚଳାଇବା ସହିତ ଗୁଳି ଏବଂ ବିସ୍ଫୋରଣ ଶବ୍ଦ ଶୁଣାଯାଉଛି।