
ମାଓନେତା ସବ୍ୟାସାଚୀ ପଣ୍ଡାଙ୍କ ଆବେଦନ ଶୁଣାଣିକୁ ଖାରଜ କଲେ ସୁପ୍ରମକୋର୍ଟ
ନୂଆଦିଲ୍ଲୀ: ମାଓନେତା ସବ୍ୟାସାଚୀ ପଣ୍ଡାଙ୍କ ଆବେଦନ ଶୁଣାଣିକୁ ଖାରଜ କଲେ ସୁପ୍ରମକୋର୍ଟ। ଆବେଦନକାରୀଙ୍କ ବିରୋଧରେ ଓଡ଼ିଶାର ବିଭିନ୍ନ କୋର୍ଟରେ ଥିବା ୬୪ଟି ମାମଲା ରହିଛି । ଏହି ସମସ୍ତ ମାମଲାକୁ ଖାରଜ କରିବାକୁ ସବ୍ୟାସାଚୀ ଆବେଦନ କରିଥିଲେ। ଯାହାର ଶୁଣାଣିକୁ ସୁପ୍ରିକୋର୍ଟର ୨ ଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଜଷ୍ଟିସ ହୃଷୀକେଶ ରାୟ ଏବଂ ଜଷ୍ଟିସ କେଏମ୍ ଜୋସେଫ ମାମଲାର ଶୁଣାଣି କରିଥିଲେ ।