ମନୀଷ ସିସୋଦିଆଙ୍କୁ ସୁପ୍ରିମ ଝଟକା , ଜାମିନ୍‌‌ ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମଙ୍କ ଝଟକା। ସିସୋଦିଆଙ୍କ ଜାମିନ୍‌‌ ଆବେଦନ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ଦିଲ୍ଲୀ ଅବକାରୀ ସ୍କାମ ମାମଲାରେ ସିସୋଦିଆଙ୍କ ଜାମିନ୍‌‌ ଆବେଦନ ଖାରଜ ହୋଇଛି। ୬ ରୁ ୮ ମାସ ମଧ୍ୟରେ ଶୁଣାଣି ସାରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ବିଳମ୍ବ ହେଲେ ସାନି ଜାମିନ୍‌‌ ଆବେଦନ କରିପାରିବେ ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି।

Related Articles

Back to top button