ବାଲୁକା କଳାରେ ମୁଲାୟମ ସିଂହ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ସବୁ ଦିନ ପାଇଁ ନୀରବି ଯାଇଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ (Mulayam Singh Yadav is no more) । ରାଜନେତା ମୁଲାୟମଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଉତ୍ତର ପ୍ରଦେଶର 3ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ ସିଂହ ଯାଦବ । ଏଭଳି ଜଣେ ଭେଟେରାନ ରାଜନେତାଙ୍କୁ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Related Articles

Back to top button