ମେ ୧୪ରେ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ

ମେ ୧୪ରେ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । ୧୩ରେ ବିଶାଳ ରୋଡ ଶୋ କରିବେ ମୋଦୀ । ୪ କିଲୋମିଟର ରୋଡ ଶୋ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ । ସୂଚନା ଅନୁସାରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତୃତୀୟଥର ପାଇଁ ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ମୋଦୀ । ତେବେ ଦୁଇଦିନ ପାଇଁ ସଜେଇ ହେଉଛି ବାରଣାସୀ । ସୂଚନା ଅନୁସାରେ କାଶୀ ବିଶ୍ୱନାଥଙ୍କ ପୂଜାପାଠ ପରେ ରୋଡ ଶୋ କରିବେ ମୋଦୀ ପରେ ନାମାଙ୍କନ ଦାଖଲ କରିବେ ।

Related Articles

Back to top button