ଯୋଗ ଗୁରୁ ରାମଦେବ ବାବାଙ୍କୁ ଦିଲ୍ଲୀ ହାଇକୋର୍ଟର କଡ଼ା ତାଗିଦ

କରୋନାକାଳରେ କୋରୋନିଲ ହିଁ ଏକ ମାତ୍ର ଉପଚାର ବୋଲି ଦାବି କରୁଥିବା ଯୋଗ ଗୁରୁ ରାମଦେବ ବାବାଙ୍କୁ ଦିଲ୍ଲୀ ହାଇକୋର୍ଟର ଶକ୍ତ ଝଟକା ଲାଗିଛି । ଡାକ୍ତର ସଂଗଠନ ପକ୍ଷରୁ ଦାୟର ହୋଇଥିବା ମାମଲାର ସୋମବାର ଶୁଣାଣୀ ହୋଇଛି । ଏଲୋପାଥୀ ଔଷଧ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟକୁ ତୁରନ୍ତ ଫେରାଇ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆଗାମୀ ତିନି ଦିନ ଭିତରେ ବାବା ତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଫେରାଇ ନ ନିଅନ୍ତି ତାହା ହେଲେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ହଟାଇବାକୁ ହାଇକୋର୍ଟର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button