ସିଆରପିଏଫ୍ ଯବାନଙ୍କ ଏନକାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ନିହତ
ମଣିପୁରରେ ସେନାକୁ ବଡ ସଫଳତା ମିଳିଛି । ଜିରିବାମ୍ ଅଞ୍ଚଳରେ ସିଆରପିଏଫ୍ ଯବାନଙ୍କ ଏନକାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ନିହତ ହୋଇଛନ୍ତି । ପ୍ରତି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି ।