
ଭୁବନେଶ୍ୱରରେ ୧୧ କିଲୋମିଟର ଲମ୍ବର ଜାତୀୟ ପତାକା ଧରି ଚାଲିଲେ ୧୫ ହଜାର ଲୋକ
ଭୁବନେଶ୍ୱର : ଏଗାର କିଲୋମିଟର ଲମ୍ବର ଜାତୀୟ ପତାକା ଧରି ଚାଲିଲେ ୧୫ ହଜାର ଲୋକ । ଏମାନେ ୧୧ କିଲୋମିଟର ଦୀର୍ଘ ଜାତୀୟ ପତାକାକୁ ଧରି ଚାଲିଛନ୍ତି । ଏହା ଏକ ରେକର୍ଡ ହୋଇଛି । ଏତେ ଲମ୍ବର ଜାତୀୟ ପତାକା ନୂଆ ରେକର୍ଡ କରିଛି । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ଜାତୀୟ ପତାକା ଧରି ଲୋକ ଚାଲିଛନ୍ତି ।