
ଚିକିଟିରେ ବିଷାକ୍ତ ମଦ ପିଇ ୨ ମୃତ
ଚିକିଟି ମଦ ବିଷାକ୍ତ ମଦ ପିଇ ମେଡିକାଲରେ ଭର୍ତ୍ତି ହୋଇଥିବା ଘଟଣା । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ସେପଟେ ଏବେ ଆହୁରି ୧୪ ଜଣ ମେଡିକାଲରେ ଚିକତ୍ସିତ ହେଉଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ଏବେ ୨ ଜଣଙ୍କ ମୃତ୍ୟୁ ହୋଇଛି ।