ମାଓବାଦୀ ବିଛାଇଥିବା ଆଇଡି ବିସ୍ପୋରଣରେ 3 ଜଣ ଯବାନ ଆହତ

ମାତିଲେ ଲାଲ ବାହିନୀ । ମାଓବାଦୀ ବିଛାଇଥିବା ଆଇଡି ବିସ୍ପୋରଣରେ 3 ଜଣ ଯବାନ ଆହତ ହୋଇଛନ୍ତି । ବୌଦ୍ଧ-କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଞ୍ଚଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ପୋରଣ ହୋଇଛି । ଏଥିରେ 3 ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର ପାଇଁ 2 ଟିମ ପଠାଯାଇଛି । ବାତେପଙ୍ଗା ଜଙ୍ଗଲରେ ବିସ୍ଫୋରଣ ହୋଇଥିବା ସୂଚନା ।

ସୂଚନାଥାଉକି, ବାତେପଙ୍ଗା ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ଏହି ଆଇଡି ବିସ୍ପୋରଣ ହୋଇଛି । ଏଥିରେ 3 ଜଣ ଏସଓଜି ଯବାନ ଆହତ ହୋଇଛନ୍ତି । ଏହା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Related Articles

Back to top button