ଗୁଳି ବିନିମୟରେ ୩ ମାଓବାଦୀଙ୍କ ମୃତ୍ୟୁ
ଭବାନୀପଟଣା: ମ.ରାମପୁର ଥାନା ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଗୁଳି ବିନିମୟରେ ୩ ମାଓବାଦୀଙ୍କର ମୃତ୍ୟୁ ହୋଇଛି ।