
ହୀରାକୁଦ ଡ୍ୟାମର ବନ୍ଦ ହେଲା ୪ଟି ଗେଟ୍
ହୀରାକୁଦ ଡ୍ୟାମର ବନ୍ଦ ହେଲା ୪ଟି ଗେଟ୍ । ଉପର ମୁଣ୍ଡରେ ବର୍ଷା କମିବାରୁ ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସୂଚନାରୁ ପ୍ରକାଶ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଏହା ପରେ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ କରାଯାଇଥିଲା ।