ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ କରାଯାଇଛି ବନ୍ଦ

ଗତ ଜୁଲାଇ ୨୮ରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପାଇଁ ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିଲା । କିନ୍ତୁ ଲଗାଣ ବର୍ଷା ସ୍ଥିତି ସୁଧୁରିବା ପରେ ଆଜି ସକାଳୁ ଦୁଇଟି ଗେଟ୍ ବନ୍ଦ କରାଯାଇଥିଲା । କିନ୍ତୁ ସନ୍ଧ୍ୟା ସମୟର ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ମୋଟ ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ସେଥିପାଇଁ ବନ୍ୟା ଆଶଙ୍କା ମଧ୍ୟ ହ୍ରାସ ପାଇଛି ।

Related Articles

Back to top button