ବଜ୍ରପାତରେ ୫୦ମାଙ୍କଡ଼ ମୃତ

ବାଲେଶ୍ୱର :  ବାଲେଶ୍ୱର ଜିଲ୍ଲାର ଗୋଡସାହି ବ୍ଲକର ବାଲିଆପାଳ ଗ୍ରାମରେ ବଜ୍ରଅପାତରେ ପ୍ରାୟ ୫୦ଟି ମାଙ୍କଡର଼ ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ, ବାଲିଆପାଳ ଗ୍ରାମରେ ବାସ କରୁଥିବା ପ୍ରତ୍ତାପ ମାଝୀଙ୍କ ଘର ପଛପଟେ ୧୫୦ ବର୍ଷ ପୁରୁଣା ଏକ ତେନ୍ତୁଳି ଗଛ ରହିଛି । ଗତକାଲି ରାତିରେ ଅତ୍ୟଧିକ ବଜ୍ରଘାତ ହପଇଥିବାରୁ ପ୍ରାୟ ୫୦ଟି ମାଙ୍କଡ଼ଙ୍କ ମୃତ୍ୟୁ ହୋଇଥିଲା । ଘଡଘଡି ଓ ବଜ୍ରପାତ ବନ୍ଦ ହେବା ପରେ ଗ୍ରାମବାସୀ ପ୍ରାୟ ୫୦ଟି ମାଙ୍କଡ଼ର ମୃତ ଦେହ ଗଛ ତଳେ ପଡି଼ଥିବାର ଦେଖିଥିଲେ ।

Related Articles

Back to top button