
ଉଦ୍ବେଗ ପ୍ରକାଶ କଲେ ରାଜ୍ୟପାଳ : ମାତ୍ର ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅଛନ୍ତି ଅବଗତ
ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳଙ୍କ ଉଦ୍ବେଗ ।ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବେଗ ପ୍ରକାଶ କଲେ ।୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅବଗତ ଅଛନ୍ତି । ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍ ସୁବିଧା ଜାଣିନାହାନ୍ତି।ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳଙ୍କ ଉଦ୍ବେଗ । ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବେଗ ପ୍ରକାଶ କଲେ। ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅବଗତ ଅଛନ୍ତି । ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍ ସୁବିଧା ଜାଣି ନାହାନ୍ତି। ଜିଲ୍ଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ଦେଖିଛି ଅଫିସର ବି ଜାଣି ନାହାନ୍ତି । ଏପରିକି ଏଲିଟ୍ ବର୍ଗର ଲୋକେ ବି ଜାଣି ନାହାନ୍ତି କହି ଉଦ୍ବେଗ ଜଣାଇଲେ ।
ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା । ଯୋଜନାର ଉଦାହରଣ ଦେଲେ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନା କଥା କହିଲେ । କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ କିଏ ଦେଇ ନ ପାରିବ ପଚାରିଲେ ।