
ରଥଟଣାବେଳେ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁ ମୃତ
ପୁରୀ ରଥଟଣା ବେଳେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣାବେଳେ ଅଣନିଶ୍ବାସୀ ହୋଇ ଜଣେ ମୃତ । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି । ୮ରୁ ୧୦ ଭକ୍ତ ଆହତ ସୂଚନା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଚଳିତବର୍ଷ ଦୁଇଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ରଥଟଣା ବନ୍ଦ ହୋଇଥିବାବେଳେ ସୋମବାର ପୁଣିଥରେ ଟଣା ହେବ ରଥ ।