
ଆତଙ୍କବାଦୀ ଗ୍ରୁପ ଲିଙ୍କରେ ସାଲେପୁରରୁ ଗିରଫ ହୋଇଥିବା ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: କଟକ ସାଲେପୁରରୁ ଅଲକାଏଦା ଲିଙ୍କରେ ଗିରଫ ହୋଇଥିବା ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଦିଲ୍ଲୀର ପଟିଆଲା କୋର୍ଟ ରେହମାନ ଆତଙ୍କବାଦୀ ଲିଙ୍କରେ ଥିବା ନେଇ ସ୍ପଷ୍ଟ କରିବା ସହିତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୪ ତାରିଖରେ ଅବଦୁଲ ରେହମାନ ଦଣ୍ଡ ଘୋଷଣା କରାଯିବ।