ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଚାଳକ ବିହୀନ ଟାର୍ଗେଟ୍‌ ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ଚାନ୍ଦିପୁରରେ ପରୀକ୍ଷଣ

ବାଲେଶ୍ୱର:  ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଆଇଟିଆର ପରିସରରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଚାଳକ ବିହୀନ ଟାର୍ଗେଟ୍‌ ଏୟାରକ୍ରାଫ୍ଟ ‘ଅଭ୍ୟାସ’କୁ ପରୀକ୍ଷଣ କରାଯାଇଛି ।  ‘ଅଭ୍ୟାସ’କୁ ସମ୍ପୁର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ ଏରୋନୋଟିକାଲ ଡ଼େଭଲପମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ ଲାବରୋଟରୀ ଦ୍ବାରା ନିର୍ମିତ ‘ଅଭ୍ୟାସ’ର ଓଜନ ୭୫ କିଲୋଗ୍ରାମ ଓ ମୋଟେଇ ୧୮୦ ମିଲିମିଟର ରହିଥିବା ସୂଚନା ମିଳିଛି ।

Related Articles

Back to top button