ପୁଣି ଚମକିଲେ ଭାଇରଲ ଗାର୍ଲ ଅଭିଲିପ୍ସା ପଣ୍ଡା

ହର ହର  ଶମ୍ଭୁ ଗୀତ ପରେ ଏବେ କଳ୍କୀ ଅବତାର ଗୀତ ଗାଇ ଚର୍ଚ୍ଚାରେ ଅଭିଲିପ୍ସା। ଆରଏସଆର ଓଡ଼ିଆ ମ୍ୟୁଜିକ ୟୁଟୁବ ଚ୍ୟାନେଲରେ ଏହି ଭଜନଟି ନିକଟରେ ରିଲିଜ ହୋଇଛି। ଏଥିରେ ଅଭିଲିପ୍ସା ଏକ ନୂଆ ରୂପରେ ନଜର ଆସିଛନ୍ତି। ଯାହାକୁ ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

Related Articles

Back to top button