
OSSCର ULB ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍
ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ OSSC ପରୀକ୍ଷା ବେଳେ ଉତ୍ତେଜନା । OSSC ୟୁଏଲବି ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ କଲେ ପରୀକ୍ଷାର୍ଥୀ । ପରୀକ୍ଷା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ବେଳେ ଉତ୍ତେଜନା । ପରୀକ୍ଷାର୍ଥୀ ପରୀକ୍ଷା ହଲରୁ ବାହାରି ହୋହାଲା କରିବା ସହ ପାଟିତୁଣ୍ଡ କରୁଛନ୍ତି । ଘଟଣା ସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚିଛି ।