ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଫ୍ୟାମିଲି କୋର୍ଟରେ ୫୦୦୦ ଟଙ୍କା ସହ ସତ୍ୟପାଠ ଦାଖଲ କଲେ ବର୍ଷା

କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ ସ୍ବାମୀ-ସ୍ତ୍ରୀ । ଦୁହେଁ ପ୍ରାୟ ୨ ଘଣ୍ଟା ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଫ୍ୟାମିଲି କୋର୍ଟରେ ବର୍ଷା ୫୦୦୦ ଟଙ୍କା ଦାଖଲ କରିଥିବା ଜଣାପଡ଼ିଛି । କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ଏକ ସତ୍ୟପାଠ ଜରିଆରେ ବର୍ଷା ଜଣାଇଛନ୍ତି । ବର୍ଷାଙ୍କୁ ଜେରା କରିବା ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି କୋର୍ଟ ।

Related Articles

Back to top button