ବୁଧବାରକୁ ଘୁଞ୍ଚିଲା ଅର୍ଚ୍ଚନାଙ୍କ ଜାମିନ ଆବେଦନ ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରାଜଧାନୀ ଲେଡି ବ୍ଲାକମେଲର୍‌ ଘଟଣାର ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲା ବୁଧବାରକୁ ଘୁଞ୍ଚିଛି । ଭୁବନେଶ୍ୱର ଏସ୍‌ଡିଜେଏମଙ୍କ କୋର୍ଟରେ ମଙ୍ଗଳବାର ଭିସି ମାଧ୍ୟମରେ ଶୁଣାଣି କରାଯାଇଥିଲା । ଅର୍ଚ୍ଚନା ଝାରପଡା ଜେଲରୁ ଭିସିରେ ହାଜର ହୋଇଥିଲେ । ତେବେ ତାଙ୍କୁ ରିମାଣ୍ଡରେ ପୋଲିସ ନେଇପାରେ ବୋଲି ସୂଚନା ମିଳିଛି । ମାତ୍ର କୋର୍ଟ ଜାମିନ ଆବେଦନର ଶୁଣାଣି ବୁଧବାରକୁ ଘୁଞ୍ଚାଇ ଦେଇଛନ୍ତି ।

Related Articles

Back to top button