
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍
ନୀଳଗିରି : ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ। ଭଦ୍ରକ ଖଡଗପୁର ମେମୁ ଟ୍ରେନ ନୀଳଗିରି ରୋଡ ଷ୍ଟେସନ ପୂର୍ବରୁ ଟ୍ରାକ ଖସିବା ପୂର୍ବରୁ ଅଟକିଲ। । ଟ୍ରାକରୁ ଶହେ ମିଟର ପୂର୍ବରୁ ଅଟକିଲ। । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ। ବର୍ତ୍ତିଗଲେ ଶତାଧିକ ଟ୍ରେନ ଯାତ୍ରୀ। ଏକ ଘଣ୍ଟା ବିଳମ୍ବରେ ମେମୁ ଟ୍ରେନ ନିର୍ଦ୍ଧାରିତ ବାଲେଶ୍ବର ଷ୍ଟେସନକୁ ଯାତ୍ରା କଲା।