କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ନେତା ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ: ବିଜେଡି

ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ବର୍ଷିଲା ବିଜେଡି। ରାଜନୈତିକ ଉଦ୍ଦେଶ୍ୟ ରଖି ପରୀ ହତ୍ୟା ମାମଲାରେ ଓଡ଼ିଶାକୁ ବଦନାମ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତା ମୋହନ ମାଝିଙ୍କ ସମେତ ବିଜେପି ବିଧାୟକ ଓ ସାଂସଦ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛି ବିଜେଡି। ଅଦାଲତରେ ପରୀ ହତ୍ୟା ଘଟଣାର ସତ୍ୟାସତ୍ୟ ପ୍ରକାଶ ପାଇଲା ପରେ ବିଜେପିର ମିଛ ଅପପ୍ରଚାର ଏବେ ଧରାପଡିଛି। ପରୀ ହତ୍ୟା ଭଳି ଅନେକ ସ୍ପର୍ଶକାତର ବିଷୟରେ ବିଜେପି ରାଜନୀତି ପାଇଁ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି। ଏହାର ପ୍ରତିବାଦରେ ଆଜି ଗୃହ ଆରମ୍ଭରୁ ବିଜେପିକୁ ବିଧାନସଭାରେ ବିରୋଧ କରିଛି ବିଜେଡି।

Related Articles

Back to top button