ବ୍ରହ୍ମପୁରରେ ବସ ଓଲଟି ପଡ଼ି ୨ ଜଣଙ୍କର ମୃତ୍ୟୁ, ୧୫ ଯାତ୍ରୀ ଆହତ
ଭୁବନେଶ୍ୱର: ଆଜି ବ୍ରହ୍ମପୁରରେ ଏକ ବଡ଼ ଧରଣର ଦୁର୍ଘଟଣା । ଘାଟିରେ ଏକ ବସ ଓଲଟି ପଡ଼ିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।