ସମ୍ବଲପୁରରେ ମୁତୟନ ହେବେ ୨ କଂପାନୀ ବିଏସ୍‌ଏଫ୍ ଫୋର୍ସ।

ସମ୍ବଲପୁରରେ ମୁତୟନ ହେବେ ୨ କଂପାନୀ ବିଏସ୍‌ଏଫ୍ ଫୋର୍ସ। ୨ କଂପାନୀ ବିଏସ୍‌ଏଫ୍, ୧ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ବି ମୁତୟନ ହେବେ।ଏଥିସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ବି ମୁତୟନ ହେବେ ।ସୂଚନା ଦେଲେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ।ସମ୍ବଲପୁରରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ରାମନବମୀ ଓ ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ।

Related Articles

Back to top button