
ଡିଜି ଲକରରେ ମିଳିବ ସାର୍ଟିଫିକେଟ ଓ ମାର୍କସିଟ୍
ଡିଜି ଲକରରେ ମିଳିବ ସାର୍ଟିଫିକେଟ ଓ ମାର୍କସିଟ୍ । ପ୍ରଥମଥର ପାଇଁ ଡିଜି ଲକରରେ ମାଇଗ୍ରେସନ ଓ ପ୍ରୋଭିଜିନାଲ ସାର୍ଟିଫିକେଟ ଉପଲବ୍ଧ ହେବ। ଆଗରୁ ଯେଉଁ ପୁରୁଣା ସିଷ୍ଟମ ଅନୁସାରେ ସାର୍ଟିଫିକେଟ ମିଳୁଥିଲା ତାହା ମଧ୍ୟ ରହିବ । ତେବେ ସାମ୍ସ ୱେବ୍ ସାଇଟ୍ www.orissaresults.nic.in ରେ ଦେଖିପାରିବେ । ପରୀକ୍ଷାର୍ଥୀମାନେ ହେଲ୍ପ ଲାଇନ ନମ୍ବର ୦୬୭୪୨୩୦୧୦୯୮ ରୁ ଆବଶ୍ୟକ ସୂଚନା ପାଇପାରିବେ। ରିଆଡ଼ିସନ ମାର୍କ ନିମନ୍ତେ କଳା ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ବାହାରିବା ପରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବ ।