ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା, ହ୍ରାସ ପାଇବ ତାପମାତ୍ରା

https://twitter.com/mcbbsr/status/1649704207182868480
https://youtu.be/DLfkADLlpF4
ବର୍ତ୍ତମାନ ପାଇଁ ସାରା ରାଜ୍ୟରେ ଲାଗିରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଜ୍ୟର ସବୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ଗତକାଲି ୪୦ ଡିଗ୍ରୀ ତଳକୁ ଖସିଆସିଛି । ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ଥଣ୍ଡା ପବନ ବହିବା ଯୋଗୁଁ ପ୍ରଚଣ୍ଡ ତାତିରୁ ମୁକ୍ତି ମିଳିଛି ।

Related Articles

Back to top button