
୪ ଦିନ ପରେ କମିବ ତାପମାତ୍ରା, ପୁଣି ଶୀତ ବଢିବ
ଆଉ ୪ ଦିନ ପରେ ପୁଣି ଶୀତ ବଢିବ । ସ୍ବଭାବିକ ଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି । ୧୭ ତାରିଖରୁ ରାଜ୍ୟରେ ପୁଣି ଶୀତ ବଢିବ ବୋଲି ବିଭାଗ ଆକଳନ କରିଛି । ଏହା ସହ କିଛି ଜିଲାରେ ଘନ କୁହୁଡି ନେଇ ମଧ୍ୟ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।