
ବାଘ ଓ ହରିଣ ଛାଲ ଜବତ
କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ଶ୍ରିପାଲି ଛକ ନିକଟରେ ବାଘ ଛାଲ ଡିଲ କରୁଥିବା ବେଳେ ମାଡି ବସିଲା ଏସ ଟି ଏଫ ଟିମ୍। ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଯୋଗେଶ୍ୱର ।ତାଙ୍କ ପାଖରୁ ୩ଟି ବାଘ ଛାଲ ସହ ତିନୋଟି ହରିଣ ଛାଲ ଜବତ ହୋଇଛି। ଆହୁରି ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି।