ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କ୍ରିକେଟର ହରଭଜନ ସିଂହ

ପୁରୀ : ପୁରୀରେ ଭାରତର ବରିଷ୍ଠ କ୍ରିକେଟ ଖେଳାଳି ହରଭଜନ ସିଂ। ଆଜି ଅପରାହ୍ଣରେ ହରଭଜନ ସିଂ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଏହାସହ ମା ବିମଳା ଓ ମହାଲକ୍ଷ୍ମୀଙ୍କ ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ହରଭଜନ ଭୁବନେଶ୍ୱର ଫେରିଯାଇଛନ୍ତି କରିଛନ୍ତି।

Related Articles

Back to top button