
ରାଜଧାନୀରେ ହ୍ରାସ ପାଇଲା ସୁନା ଦର
ଶନିବାର ଅର୍ଥାତ୍ ୪ ଡିସେମ୍ବରରେ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୭୨,୧୫୦ ଟଙ୍କା ରହିଛି। ଗତକାଲି ଏହା ୭୨,୬୦୦ ଥିଲା।୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୭୮,୭୧୦ । ଗତକାଲି ଏହା ୭୯,୨୦୦ ଟଙ୍କା ଥିଲା ।୧୮ କ୍ୟାରେଟ୍ ସୁନା ଦାମ୍ ୫୯,୦୩୦ ଟଙ୍କା । ଗତକାଲି ଏହା ୫୯,୪୦୦ ଟଙ୍କା ଥିଲା ।ସେହିପରି ରୁପା ଦାମ୍ ମଧ୍ୟ କମିଛି । ରୁପା ୧୦୦ ଗ୍ରାମ୍ ଦାମ୍ ୯,୯୦୦ ରହିଛି। ଗତକାଲି ଏହା ୧୦,୦୦୦ ଥିଲା ।ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୮,୮୬୦ ଟଙ୍କା । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୨,୩୦୦ ରହିଛି ।