କଳାହାଣ୍ଡିରେ ଡାଇରିଆ ଆତଙ୍କ: ଦୁଇ ଦିନରେ ୨୦ରୁ ଅଧିକ ଆକ୍ରାନ୍ତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର କିଛିଦିନ ହେବ ଡାଇରିଆ ବ୍ୟାପିବାରେ ଲାଗିଛି । ଦୁଇ ଦିନ ମଧ୍ୟରେ ଗାଁର ୨୦ରୁ ଅଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇସାରିଲେଣି । ସମସ୍ତ ରୋଗୀଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ୯ଜଣ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ମେଡ଼ିକାଲ ଟିମ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକକୁ ସଚେତନ କରୁଛନ୍ତି ।

Related Articles

Back to top button