ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ଡ୍ରୋନ୍

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ଡ୍ରୋନ୍ । ନୀଳଚକ୍ର ଓ ପରିକ୍ରମା ମାର୍ଗ ଉପରି ଭାଗରେ ଉଡ଼ିଲା ଡ୍ରୋନ୍ ।ପ୍ରାୟ ୨୫ ମିନିଟ୍ ଧରି ଉଡ଼ିଥିଲଲା ଡ୍ରୋନ୍ । ଏନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।ତେବେ ଡ୍ରୋନଟି କେଉଁଠାରୁ ଅପରେଟ୍ ହେଉଥିଲା ତାହା ଏବେ ଅସ୍ପଷ୍ଟ । କିଏ ଉଡ଼ାଇଲା ଓ କାହିଁକି ଉଡ଼ାଇଲା ତାକୁ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Articles

Back to top button