ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ରାଜ୍ଯ ସରକାର

ସରକାରୀ କମର୍ଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ରାଜ୍ଯ ସରକାର। ରାଜ୍ଯ ସରକାରୀ କମର୍ଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ାଇଛନ୍ତି ରାଜ୍ଯ ସରକାର । ଏହି ଭତ୍ତାକୁ ସରକାର ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ୪୬%ରୁ ବଢ଼ି ୫୦%ରେ ପହଞ୍ଚିଛି ଏହି ମହଙ୍ଗା ଭତ୍ତା। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହି ମହଙ୍ଗା ଭତ୍ତା ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Related Articles

Back to top button