୫ ଜଣ ଆଇପିଏସ୍ ଅଧିକାରୀଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱରରାଜ୍ୟର ୪ ଆଇପିଏସ୍ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଡେପୁଟେସନରେ ଥିବା ଜଣେ IPSଙ୍କୁ ପଦୋନ୍ନତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ବିଜ୍ଞପ୍ତି ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ୫ ଜଣ ଆଇପିଏସ୍ ୧୯୯୮ ବ୍ୟାଚର ।

୧୯୯୮ ବ୍ୟାଚର ଆଇପିଏସ୍ ଅମିତାଭ ଠାକୁର, ସୁରେଶ ଦେବ ଦତ୍ତ ସିଂ, ରାଜେଶ କୁମାର ଓ ରବି କାନ୍ତଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୮ ବ୍ଯାଚର ଆଇପିଏସ୍ ଦୟାଲ୍ ଗଙ୍ଗୱାରଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି

Related Articles

Back to top button