୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର।

ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ୧୦ ଡିଗ୍ରୀ ତଳେ ୧୪ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର।

ଫୁଲବାଣୀ ୭, କିରେଇ ୭.୫, ଅନୁଗୁଳ ଓ କୋରାପୁଟ ୮, ସେମିଳିଗୁଡା ୮.୪, ଦାରିଙ୍ଗବାଡି ୮.୫, କେନ୍ଦୁଝର ଓ ରାଉରକେଲା ୮.୬ ଡିଗ୍ରୀ, ସୁନ୍ଦରଗଡ ୮.୮, ଭବାନୀପାଟଣା ୮.୯, ରାଣୀତାଲ ୯, ଝାରସୁଗୁଡା ୯.୨, ସୋନପୁର ୧୦, କଟକ ଓ ଭୁବନେଶ୍ୱର ରାତି ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି।

Related Articles

Back to top button