
ରଥନିର୍ମାଣ ସେବକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରିବେ ସରକାର
ଭୁବନେଶ୍ୱର : ରଥନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ପ୍ରତ୍ୟେକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ । ୫ଟି ପର୍ଯ୍ୟାୟରେ କରାଯିବ ଏହି ବୀମା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ରଥକଳା, ପହଣ୍ଡି, ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ବେଳେ ନିୟୋଜିତ ଥିବା ସମସ୍ତ ସେବକଙ୍କ ବାଇଁ ଏହି ବୀମା ଯୋଜନ କରାଯିବ ବୋଲି ସୂଚନା ମିଳିଛି ।