
୮୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଜିଏସ୍ଟି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ
ଭୁବନେଶ୍ୱର: ଜିଏସ୍ଟି ଅଧିକାରୀ ଚିତ୍ତରଞ୍ଜନ ମହାନ୍ତି ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ପାରାଦୀପ ଏନଫୋର୍ସମେଣ୍ଟ ୟୁନିଟ ଜିଏସଟି ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ଏକ ଜିଏସ୍ଟି ମାମଲାରେ ଜବତ କାଗଜପତ୍ର ମୁକ୍ତ କରିବା ଏବଂ ରିପୋର୍ଟ ବନ୍ଦ କରିବା ପାଇଁ ଚିତରଞ୍ଜନ ୮୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ କାଳୀନ ୩ଟି ସ୍ଥାନରେ ଚଢ଼ାଉ ଚାଲିଛି।