ହୀରାକୁଦ ଗେଟ୍‍ ଖୋଲିବ, ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ

ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରଖିଛି ଲଗାଣ ବର୍ଷା। ଫଳରେ ଅନେକ ନଦୀର ଜଳସ୍ତର ବୃଦ୍ଧି ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆସନ୍ତା ୧୮ ତାରିଖରେ ୫ଟି ଗେଟ୍‍ ଖୋଲଯିବା ସହ ହୀରକୁଦରୁ ଛଡାଯିବ ଏ ବର୍ଷର ପ୍ରଥମ ବନ୍ୟାଜଳ। ୧୮ ତାରିଖ ସକାଳ ୧୧ଟା ସୁଦ୍ଧା ଖୋଲାଯିବ ହୀରାକୁଦ ଗେଟ୍‍। ସ୍ୱତନ୍ତ୍ର ନୀତିରେ ପୂଜାର୍ଚ୍ଚନା ପରେ ଖୋଲାଯିବ ଗେଟ୍‍। ଗେଟ୍‍ ଖୋଲାଯିବା ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।

Related Articles

Back to top button