ନିର୍ଦ୍ଦିଷ୍ଟ ସମୟରେ ବାର କି ପବ୍ ବନ୍ଦ ନହେଲେ ଫାଇନ୍ ଆଦାୟ ସହ ରଦ୍ଦ ହେବ ଲାଇସେନ୍ସ

ରାତି ସାରା ବାର ପବ୍ ଖୋଲୁଥିଲେ ବାର ମାଲିକଙ୍କୁ ଅବକାରୀ ବିଭାଗର କମିଶନରଙ୍କ କଡା ଚେତାବନୀ । ନିର୍ଦ୍ଦିଷ୍ଟ ସମୟରେ ବାର କି ପବ୍ ବନ୍ଦ ନହେଲେ ପ୍ରଥମ ଚଢାଉରେ ଫାଇନ୍ ଆଦାୟ ହେବ ଏବଂ ଏହାର ବାରମ୍ବାର ଅବମାନନା କରି ଉଲ୍ଲଂଘନ କଲେ ବାର ଲାଇସେନ୍ସକୁ ବାତିଲ କରାଯିବ । ଯେଉଁ ଅଫିସର ଏହାର ସଠିକ ଭାବରେ କାର୍ଯ୍ୟ ନକରନ୍ତି, ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗର କମିଶନର କହିଛନ୍ତି ।

Related Articles

Back to top button