ଆସନ୍ତାକାଲି ନବୀନ ନିବାସରେ ବୈଠକ ହେବା ନେଇ ସୂଚନା

ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ସେହିପରି ଆସନ୍ତାକାଲି ନବୀନ ନିବାସରେ ବୈଠକ ହେବା ନେଇ ସୂଚନା ରହିଛି । ତେବେ ଆକଳନ କରାଯାଉଛି ଏବି ବୈଠକରେ ମେଣ୍ଟକୁ ନେଇ ଚର୍ଚ୍ଚା ହୋଇ ପାରେ ଏବଂ କୌଣସି ନିଷ୍ପତ୍ତି ନିଆଯାଇ ପାରେ । ଏବି ବୈଠକରେ ଦଳ ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ ।ତେବେ ଏହା ପୂର୍ବରୁ ୬ତାରିଖରେ ନବୀନ ନିବାସରେ ଦଳର ବରିଷ୍ଠ ବିଧାୟକ ଏବଂ ବିଜେଡି ନେତା ମାନଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା । ହେଲେ ମେଣ୍ଟ ନେଇ କୌଣସି ସୂଚନା ପ୍ରକାଶ ପାଇନଥିଲା ।

Related Articles

Back to top button