୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପିତ

୨୦୨୪-୨୫ ଆର୍ଥିକ ବର୍ଷ ଲାଗି ମୋଟ ୨ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର। ସେଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି। ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା ?

– ବିଦ୍ୟାଳୟ ଓ ଗାନଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ – ୨୪ ହଜାର ୭ ଶହ ୬୪ କୋଟି ଟଙ୍କା

– ପଂଚାୟତରାଜ – ୨୨୫୪୩ କୋଟି

– ସ୍ୱାସ୍ଥ୍ୟ ବିଭାଗ – ୧୯୭୨୯ କୋଟି

– ଜଳସମ୍ପଦ – ୧୩୨୬୭ କୋଟି

– ଯୋଜନା ଓ ସଂଯୋଜନା – ୧୨୦୪୩ କୋଟି

– ନିର୍ମାଣ ବିଭାଗ – ୧୦୯୫୦ କୋଟି

– ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି

– ଗୃହ ବିଭାଗ – ୮୬୪୧ କୋଟି

 

ଅଧିକ ପଢନ୍ତୁ

ବିଧାନସଭାରେ ଆଗତ ହେଲା ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍

 

Feb 8, 2024

ପ୍ରଧାନମନ୍ତ୍ରୀ ଆବାସ – ୪୦୦୦ କୋଟି

ବିଜୁ ପକ୍କାଘର – ୧୦୦ କୋଟି

ପ୍ରଧାନମନ୍ତ୍ରୀ ଆବାସ ସହର – ୬୯୨ କୋଟି

ବସୁଧା ଯୋଜନା – ୨୦୦୦ କୋଟି

ଜଳ ଜୀବନ ମିଶନ – ୬୦୦୦ କୋଟି

ମେଟ୍ରୋ – ୧୦୦୦ କୋଟି

ରେଳ ପ୍ରକଳ୍ପ – ୭୦୦ କୋଟି

ରାସ୍ତା ଉନ୍ନତି – ୬୧୯୪ କୋଟି

ନୂଆ ଓ – ୨୦୦ କୋଟି

ବିଜୁ ସେତୁ – ୨୦୦ କୋଟି

ଏସଟିଆରଏମଏଫ (ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ) – ୧୪୨୪ କୋଟି

କ୍ରୀଡା ଭିତିଭୂମି – ୮୫୨ କୋଟି

ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି

ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି

ଏନଆରଏଲଏମ – ୧୧୬୨ କୋଟି

ମିଶନ ଶକ୍ତି – ୨୭୬୧ କୋଟି

ମମତା – ୫୨୧ କୋଟି

Related Articles

Back to top button