କୋରେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣା: ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ୱର ଜାରି

ଭୁବନେଶ୍ୱର: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ୱର ଜାରି ହୋଇଛି । କୋରେଇ ଷ୍ଟେସନ ହେଲ୍ପଲାଇନ ନମ୍ୱର ୮୪୫୫୮୮୯୯୦୫, ଭୁବନେଶ୍ୱର ପାଇଁ ୦୬୭୪-୨୫୩୪୦୨୭,  ଖୋର୍ଦ୍ଧା ରୋଡ୍ ପାଇଁ ୦୬୭୪୨୪୯୨୨୪୫ । ପୂର୍ବତନ ରେଳବାଇ ଜିଏମ୍ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି । ଗ୍ୟାସ କଟରରେ ବଗି କଟାଯାଉଛି । ଅଗ୍ନିଶମ ବିଭାଗ ଓ ଏନଡିଆରଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଉଛି । ୮ଟି ଟ୍ରେନ ବାତିଲ ଓ ୧୨ଟିକୁ ଡାଇଭର୍ଟ କରାଯାଇଛି ।

Related Articles

Back to top button