
ଝାରସୁଗୁଡା-ଗୋନ୍ଦିଆ ପାସେଞ୍ଜର ଟ୍ରେନରେ ନିଆଁ, ଘଟଣାସ୍ଥଳରେ ପହଞ୍ଚିଲା ଦମକଳ ବାହିନୀ
ଝାରସୁଗୁଡ଼ା: ବ୍ରଜରାଜନଗର ରେଳ ଷ୍ଟେସନରେ ଝାରସୁଗୁଡା-ଗୋନ୍ଦିଆ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଥିବା ଜଣାପଡ଼ିଛି । ଟ୍ରେନର ଇଞ୍ଜିନ୍ରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିଥିବା ବେଳେ ନିଆଁ କେଉଁ କାରଣରୁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।