ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ସମ୍ଭାବନା

କିଛି ସମୟରେ ଟ୍ୱିନ୍‌ ସିଟିରେ ବର୍ଷିବ। ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷା ପବନ ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଟ୍ୱିନ୍‌ ସିଟି ସହ ରାଜ୍ୟର ୧୧ ଜିଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ରାୟଗଡାରେ କାଳବୈଶାଖୀ ସମ୍ଭାବନା ରହିଛି ।

Related Articles

Back to top button