
ସମ୍ବଲପୁର ଜିଲ୍ଲାରେ ବଢ଼ୁଛି କିଡନୀ ରୋଗ, ୨୯ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର: ଦିନକୁ ଦିନ ଆମ ପରିବେଶ ଅଧିକରୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ମଣିଷର ଅନେକ ଦାୟିତ୍ୱହୀନତା କାର୍ଯ୍ୟ, ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ବର୍ଜ୍ୟବସ୍ତୁର କୁପରିଚାଳନା ଏଥିପାଇଁ ଦାୟୀ । ବର୍ତ୍ତମାନ ସମୟରେ ଜଳ, ବାୟୁ ସତେ ଯେମିତି ବିଷ ପାଲଟିଛି । ଏନେଇ ବିଶେଷଜ୍ଞମାନେ ସତର୍କ କରିବା ସହିତ ଅନେକ ରିସର୍ଚ୍ଚ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଓଡ଼ିଶାରେ ମଧ୍ୟ ଏପରି ବହୁ ଉଦାହରଣ ଦେଖିବାକୁ ମିଳିଛି ।