ପ୍ରତି ୩ ମାସରେ ଛତିଶା ନିଯୋଗ ବୈଠକ ; ନିଯୋଗର ପରାମର୍ଶରେ ସଂସ୍କାରମୂଳକ କାର୍ଯ୍ୟ କରାଯିବ

ସେବାୟତଙ୍କ ସହ ବୈଠକ ପରେ ଆଇନ ମନ୍ତ୍ରୀଙ୍କ ସୂଚନା । ସେବାୟତ ପରିବାରଙ୍କ କଲ୍ୟାଣମୂଳକ କାର୍ଯ୍ୟ ନେଇ ଆଲୋଚନା ହେଲା। ଏଣିକି ପ୍ରତି ୩ ମାସରେ ଛତିଶା ନିଯୋଗ ବୈଠକ ହେବ।ଛତିଶା ନିଯୋଗର ପରାମର୍ଶରେ ସଂସ୍କାରମୂଳକ କାର୍ଯ୍ୟ କରାଯିବ। ଗୁଣ୍ଡିଚା ଦିନ କିଛି ଅଧିକାରୀ ସେବାୟତଙ୍କୁ ଅନଧିକୃତ କହିଛନ୍ତି । ଦିନରାତି ୩୬୫ ଦିନ ସେବା କରୁଛନ୍ତି, ଅନଧିକୃତ ନୁହଁନ୍ତି, କହିବୁ ନାହିଁ ।କିଛି କଥା କଷ୍ଟ ଦେଇଛି, ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା । ମୁଖ୍ୟ ପ୍ରଶାସକ ଅନଧିକୃତ କହି ନାହାନ୍ତି, ଅପଶବ୍ଦ ବ୍ୟବହାର କରି ନାହାନ୍ତି ।

Related Articles

Back to top button