
ଲପଡ଼ା ଟ୍ରିପଲ ମର୍ଡର ମାମଲା: ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ
ସମ୍ବଲପୁର: ସମ୍ବଲପୁର ମହୁଲପାଲି ଲପଡ଼ା ଟ୍ରିପଲ ମର୍ଡର ମାମଲା । ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ସହଯୋଗୀ ତଥା ପୁଅ ହେମାନନ୍ଦ ଦେହୁରୀକୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ରବୀନ୍ଦ ନାୟକ । ଗତ ୨୦୨୦ ମସିହାରେ ସମ୍ବଲପୁର ମହୁଲପାଲି ଲପଡା ଗାଁରେ ହୋଇଥିଲା ଟ୍ରିପଲ ମର୍ଡର ।