ରାଜ୍ୟରେ  ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ ।

ରାଜ୍ୟରେ  ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ । ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ୪,୬୪,୮୪୯’ ଆବେଦନକାରୀ । ସେହିପରି ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଛନ୍ତି ୪୦,୯୨୭’ ଲୋକ ।ରାଜ୍ୟରେ ବିଧବା ଭତ୍ତା ପାଇଁ ଆବେଦନ କରିଛନ୍ତି ୬୧,୫୭୯’ । ଅନ୍ୟପଟେ କୁଷ୍ଠ ରୋଗୀ ଭତ୍ତା ପାଇଁ ଆବେଦନ କରିଛନ୍ତି ୨୬୯ ରୋଗୀ ।

Related Articles

Back to top button